ଯାମ୍ୟାୟନ J̄āmyāyana

  • ସଂ. ବି. (ଯାମ୍ୟ+ଅୟନ) — ଦକ୍ଷିଣାୟନ; ସୂର୍ଯ୍ୟଙ୍କର ବିଷୁବ ରେଖାର ଦକ୍ଷିଣକୁ ଗତି — The sun's course south of the equator; the winter solstice