ଯାମ୍ୟ ଧ୍ରୁବ J̄āmya dhruba
- ସଂ. ବି — ଦକ୍ଷଣ ମେରୁ ଉପରେ ଥିବା ଧ୍ରୁବ ତାରା — The pole star on the south pole
- ସଂ. ବି — [ଦ୍ର—ଏ ତାରାକୁ ଆମ୍ଭେମାନେ ଦେଖି ପାରୁ ନାହିଁ ବୋଲି ଦକ୍ଷିଣ ଧ୍ରୁବ ବିନ୍ଦୁର ଉପରକୁ ଥିବା ତ୍ରିଶଙ୍କୁ ମଣ୍ଡଳର ଦକ୍ଷିଣତମ ଉଜ୍ଜ୍ୱଳ ତାରାକୁ ଦକ୍ଷିଣ ଧ୍ରୁବ ତାରା ବୋଲି ଧରାଯାଏ।]