ଯାମୁନଗିରି J̄āmuna giri
- ସଂ. ବି — ପର୍ବତ ବିଶେଷ — Name of a mountain
- ସଂ. ବି — (ଉ—ସେଠାରୁ ଯାମୁନ ଗିରିକି ବାହାରିଲେ, ଯାଅ ହେ ବୋଲି ଘଟୋତ୍କଚକୁ ବୋଇଲେ। କୃଷ୍ଣସିଂହ. ମହାଭାରତ. ବନ।)
- ସଂ. ବି — କଳିନ୍ଦଗିରି; ଯମୁନା ନଦୀର ଉତ୍ପତ୍ତି—ପର୍ବତ (ଜ୍ଞାନେନ୍ଦ୍ର) — The name of the mountain from which the river J̄munā issues