ଯାମି J̄āmi

  • ସଂ. ବି. ସ୍ତ୍ରୀ (ଯା ଧାତୁ=ଯିବା+କର୍ତ୍ତୃ. ମି; କିମ୍ବା ଜୈ ଧାତୁ =କ୍ଷୟକରିବା+କର୍ତ୍ତୃ. ମି; କିମ୍ବା ଜମ ଧାତୁ=ଭକ୍ଷଣ କରିବା+କର୍ତ୍ତୃ. ଇ; କିମ୍ବା ଯମଧାତୁ+କର୍ମ ଅ+ଇ) ଭଗିନୀ; ଭଉଣୀ — Sister
  • ସଂ. ବି. ସ୍ତ୍ରୀ (ଯା ଧାତୁ=ଯିବା+କର୍ତ୍ତୃ. ମି; କିମ୍ବା ଜୈ ଧାତୁ =କ୍ଷୟକରିବା+କର୍ତ୍ତୃ. ମି; କିମ୍ବା ଜମ ଧାତୁ=ଭକ୍ଷଣ କରିବା+କର୍ତ୍ତୃ. ଇ; କିମ୍ବା ଯମଧାତୁ+କର୍ମ ଅ+ଇ) ଝିଅ; ଦୁହିତା; କନ୍ୟା — 2. Daughter
  • ସଂ. ବି. ସ୍ତ୍ରୀ (ଯା ଧାତୁ=ଯିବା+କର୍ତ୍ତୃ. ମି; କିମ୍ବା ଜୈ ଧାତୁ =କ୍ଷୟକରିବା+କର୍ତ୍ତୃ. ମି; କିମ୍ବା ଜମ ଧାତୁ=ଭକ୍ଷଣ କରିବା+କର୍ତ୍ତୃ. ଇ; କିମ୍ବା ଯମଧାତୁ+କର୍ମ ଅ+ଇ) କୁଳସ୍ତ୍ରୀ; କୁଳ— ବଧୂ — A young housewife
  • ସଂ. ବି. ସ୍ତ୍ରୀ (ଯା ଧାତୁ=ଯିବା+କର୍ତ୍ତୃ. ମି; କିମ୍ବା ଜୈ ଧାତୁ =କ୍ଷୟକରିବା+କର୍ତ୍ତୃ. ମି; କିମ୍ବା ଜମ ଧାତୁ=ଭକ୍ଷଣ କରିବା+କର୍ତ୍ତୃ. ଇ; କିମ୍ବା ଯମଧାତୁ+କର୍ମ ଅ+ଇ) ବଧୂ; ବୋହୁ — A daughter-in-law
  • ସଂ. ବି. ସ୍ତ୍ରୀ (ଯା ଧାତୁ=ଯିବା+କର୍ତ୍ତୃ. ମି; କିମ୍ବା ଜୈ ଧାତୁ =କ୍ଷୟକରିବା+କର୍ତ୍ତୃ. ମି; କିମ୍ବା ଜମ ଧାତୁ=ଭକ୍ଷଣ କରିବା+କର୍ତ୍ତୃ. ଇ; କିମ୍ବା ଯମଧାତୁ+କର୍ମ ଅ+ଇ) ନବବଧୂ — A newly married daughter-in-law
  • ସଂ. ବି. ସ୍ତ୍ରୀ (ଯା ଧାତୁ=ଯିବା+କର୍ତ୍ତୃ. ମି; କିମ୍ବା ଜୈ ଧାତୁ =କ୍ଷୟକରିବା+କର୍ତ୍ତୃ. ମି; କିମ୍ବା ଜମ ଧାତୁ=ଭକ୍ଷଣ କରିବା+କର୍ତ୍ତୃ. ଇ; କିମ୍ବା ଯମଧାତୁ+କର୍ମ ଅ+ଇ) ଧର୍ମପରାୟଣା ସ୍ତ୍ରୀ — A virtuous lady; a noble woman
  • ସଂ. ବି. ସ୍ତ୍ରୀ (ଯା ଧାତୁ=ଯିବା+କର୍ତ୍ତୃ. ମି; କିମ୍ବା ଜୈ ଧାତୁ =କ୍ଷୟକରିବା+କର୍ତ୍ତୃ. ମି; କିମ୍ବା ଜମ ଧାତୁ=ଭକ୍ଷଣ କରିବା+କର୍ତ୍ତୃ. ଇ; କିମ୍ବା ଯମଧାତୁ+କର୍ମ ଅ+ଇ) ଧର୍ମଙ୍କର ଏକ ପତ୍ନୀ; ଦକ୍ଷଙ୍କର ଦୁହିତା ଓ ନାଗବିଥିଙ୍କର ମାତା (ଅଗ୍ନିପୁରାଣ) — Name of a wife of God Dharma
  • ସଂ. ବି. ସ୍ତ୍ରୀ (ଯା ଧାତୁ=ଯିବା+କର୍ତ୍ତୃ. ମି; କିମ୍ବା ଜୈ ଧାତୁ =କ୍ଷୟକରିବା+କର୍ତ୍ତୃ. ମି; କିମ୍ବା ଜମ ଧାତୁ=ଭକ୍ଷଣ କରିବା+କର୍ତ୍ତୃ. ଇ; କିମ୍ବା ଯମଧାତୁ+କର୍ମ ଅ+ଇ) (ଯାମ+ଇ) ରାତ୍ରୀ; ନିଶା; ଯାମିନୀ — The night
  • ସଂ. ବି. ସ୍ତ୍ରୀ (ଯା ଧାତୁ=ଯିବା+କର୍ତ୍ତୃ. ମି; କିମ୍ବା ଜୈ ଧାତୁ =କ୍ଷୟକରିବା+କର୍ତ୍ତୃ. ମି; କିମ୍ବା ଜମ ଧାତୁ=ଭକ୍ଷଣ କରିବା+କର୍ତ୍ତୃ. ଇ; କିମ୍ବା ଯମଧାତୁ+କର୍ମ ଅ+ଇ) (ଯମ+ ଇ; ଯମଙ୍କ ଶାସିତ ଦିକ୍)—ଦକ୍ଷିଣ ଦିଗ — The south
  • ସଂ. ବି. ସ୍ତ୍ରୀ (ଯା ଧାତୁ=ଯିବା+କର୍ତ୍ତୃ. ମି; କିମ୍ବା ଜୈ ଧାତୁ =କ୍ଷୟକରିବା+କର୍ତ୍ତୃ. ମି; କିମ୍ବା ଜମ ଧାତୁ=ଭକ୍ଷଣ କରିବା+କର୍ତ୍ତୃ. ଇ; କିମ୍ବା ଯମଧାତୁ+କର୍ମ ଅ+ଇ) ବୈଦିକ ଯାଚ୍ଞା — Begging as prescribed in the Bedas
  • ପ୍ରାଦେ (ସମ୍ବଲପୁର) କ୍ରି — [ମୁଁ] ଯିବି — (I) Will go