ଯାମିନୀଚର J̄āminīchara

  • ସଂ. ବିଣ. ପୁଂ (ଯାମିନୀ+ଚର. ଧାତୁ+କର୍ତ୍ତୃ. ଅ) — ରାତ୍ରିରେ ବିଚରଣକାରୀ; ରାତ୍ରଚର; ନିଶାଚର — Roaming in the night
  • ସଂ. ବି — ନିଶାଚର; ରାକ୍ଷସ — Demon
  • ସଂ. ବି — ପେଚା — Owl
  • ସଂ. ବି — ଗୁଗ୍ଗୁଳ (ହି. ଶ) — Bdellium