ଯାମିତ୍ରବେଧ ପ୍ରତିପ୍ରସବ J̄āmitrabedha pratiprasaba

  • ସଂ. ବି (ଫଳିତ ଜ୍ୟୋତିଷ) — ଯାମିତ୍ର— ବେଧ ଘଟିଲେ ଓ ଚନ୍ଦ୍ର ବୃଷରାଶିରେ କିମ୍ବା ପୂର୍ଣ୍ଣ ଅଥବା ମିତ୍ର ଗ୍ରହର ବା ଶୁଭଗ୍ରହର ଗୃହରେ ଥିଲେ କିମ୍ବା ମିତ୍ରଗ୍ରହ ବା ଶୁଭଗ୍ରହକର୍ତ୍ତୃକ ଦୃଷ୍ଟ ହେଉ ଥିଲେ ଯାମିତ୍ରବୋଧ ଦୋଷ ବିନାଶ କରି ଚନ୍ଦ୍ରଙ୍କର ସୁଖଦ ହେବା ଅବସ୍ଥା — (astrology) An auspicious conjunction of the planet moon which nullifies the evil effects of a 'J̄āmitrabedha'