ଯାମକୁଣ୍ଡ J̄āmakuṇḍa
- ଦେ. ବି — ସୁବର୍ଣ୍ଣରେଖା ନଦୀର ଦକ୍ଷିଣ ତୀରରେ ଅବସ୍ଥିତ ବାଲେଶ୍ୱର ଜିଲ୍ଲାର ଗୋଟିଏ ପ୍ରାଚୀନ ଜମିଦାରି — A Zemindari of this name situate along the southern bank of the Subarṇṇarekhā in the district of Balasore
- ଦେ. ବି — [ଦ୍ର—ଏଥିର ପ୍ରାଚୀନ ଜମିଦାର ବଂଶଙ୍କର ଉପାଧି ଭୁୟାଁ।]