ଯାମ ଘୋଷ J̄āma ghosha
- ସଂ. ବି (ବହୁବ୍ରୀହି; ଯାମ=ପ୍ରହର+ଘୋଷ=ଶବ୍ଦ; ରବ; ଯେଉଁମାନେ ପ୍ରତି ପ୍ରହରରେ ଶବ୍ଦ କରନ୍ତି) — କୁକ୍କୁଟ — Cock
- ସଂ. ବି (ବହୁବ୍ରୀହି; ଯାମ=ପ୍ରହର+ଘୋଷ=ଶବ୍ଦ; ରବ; ଯେଉଁମାନେ ପ୍ରତି ପ୍ରହରରେ ଶବ୍ଦ କରନ୍ତି) — ଶୃଗାଳ — Jackal
- ସଂ. ବି (ବହୁବ୍ରୀହି; ଯାମ=ପ୍ରହର+ଘୋଷ=ଶବ୍ଦ; ରବ; ଯେଉଁମାନେ ପ୍ରତି ପ୍ରହରରେ ଶବ୍ଦ କରନ୍ତି) — ଯାମଜ୍ଞାପକ ଘଣ୍ଟା ବା ପଟହବିଶେଷ — A kind of drum or gong formerly struck to indicate the time
- ସଂ. ବି (ବହୁବ୍ରୀହି; ଯାମ=ପ୍ରହର+ଘୋଷ=ଶବ୍ଦ; ରବ; ଯେଉଁମାନେ ପ୍ରତି ପ୍ରହରରେ ଶବ୍ଦ କରନ୍ତି) — [ଦ୍ର—ଏହା ଆଗେ ପ୍ରହରକୁ ପ୍ରହର ପ୍ରହରୀମାନଙ୍କଦ୍ୱାରା ଶବ୍ଦାୟିତ ହୋଇ ସାଧାରଣଙ୍କୁ ସମୟ ଜ୍ଞାପନ କରାଯାଉଥିଲା।]
- ସଂ. ବି (ବହୁବ୍ରୀହି; ଯାମ=ପ୍ରହର+ଘୋଷ=ଶବ୍ଦ; ରବ; ଯେଉଁମାନେ ପ୍ରତି ପ୍ରହରରେ ଶବ୍ଦ କରନ୍ତି) — ଘଣ୍ଟା; ଘଡ଼ି — Clock
- ସଂ. ବି (ବହୁବ୍ରୀହି; ଯାମ=ପ୍ରହର+ଘୋଷ=ଶବ୍ଦ; ରବ; ଯେଉଁମାନେ ପ୍ରତି ପ୍ରହରରେ ଶବ୍ଦ କରନ୍ତି) — ପିଟା ଘଣ୍ଟା — A gong