ଯାବଦୀପ୍ସିତ J̄ābadīpsita

  • ସଂ. ଅ (ଯାବତ୍+ଈପ୍ସିତ୍; ସନ୍ଧିଯୋଗୁ ତ୍+ଈ=ଦୀ) — ଯେତିକି ଇଚ୍ଛା ସେତିକି — As much as is desired (Apte)