ଯାବଜ୍ଜୀବ J̄ābajjība

  • ସଂ. ଅ.—(ଅବ୍ୟୟୀ ଭାବ; ଯାବତ୍+ଜୀବ;) — ଆମରଣ; ଆଜୀବନ — Till death
  • ସଂ. ଅ.—(ଅବ୍ୟୟୀ ଭାବ; ଯାବତ୍+ଜୀବ;) — ଜୀବିତ ଥିବା କାଳ ପର୍ଯ୍ୟନ୍ତ; ବଞ୍ଚିଥିବା କାଳ ତମାମ — For life; through out life