ଯାବଚ୍ଛକ୍ୟ J̄ābachchhakya

  • ସଂ. କ୍ରି. ବିଣ—(ଯାବତ୍+ଶକ୍ତି; ଶକ୍ୟି; ଶକ୍ୟ; ସନ୍ଧି ଯୋଗୁ ତ୍+ଶ=ଚ୍ଛ) — ଯେତେଦୂର ପର୍ଯ୍ୟନ୍ତ ଶକ୍ତି ବା ବଳ ଅଛି ସେ ପର୍ଯ୍ୟନ୍ତ — As far as possible; to the best of one's power