ଯାବଚ୍ଚନ୍ଦ୍ରଦିବାକର J̄ābachchandradibākara

  • ସଂ. କ୍ରି. ବିଣ (ଅବ୍ୟୟୀଭାବ, ଯାବତ୍+ଚନ୍ଦ୍ର ଦିବାକରଂ) — ଚନ୍ଦ୍ର ଓ ସୂର୍ଯ୍ୟ ଥିବା ପର୍ଯ୍ୟନ୍ତ; ପୃଥିବୀର ଶେଷ ପର୍ଯ୍ୟନ୍ତ; ଚିରକାଳ ପାଇଁ — Till the end of time; for ever