ଯାପି (ଧାତୁ) J̄āpi (root)

  • ସଂ. (ଯା ଧାତୁ+ଣିଚ) — (କାଳ) କ୍ଷେପଣ କରିବା — To pass; to spend (time)
  • ସଂ. (ଯା ଧାତୁ+ଣିଚ) — ଚଳାଇବା; ଗତି କରାଇବା — To cause to move; to ply
  • ସଂ. (ଯା ଧାତୁ+ଣିଚ) — ତଡ଼ିବା — To expel; to eject