ଯାନାସ୍ତାନ୍ J̄ānāstān
- ବୈଦେ. ବି (ଫା ଜାନ୍=ଜୀବନ୍ ଓ ଆସ୍ତାନ୍ =ବାସସ୍ଥଳ; ତୁଳ. ସଂ. ଯାନ ଓ ଆସନ) — ଚଳନ୍ତି ଅଚଳନ୍ତି ସମସ୍ତ ସମ୍ପତ୍ତି; ସର୍ବସ୍ୱ — All property (moveable and immoveable)
- ବୈଦେ. ବି (ଫା ଜାନ୍=ଜୀବନ୍ ଓ ଆସ୍ତାନ୍ =ବାସସ୍ଥଳ; ତୁଳ. ସଂ. ଯାନ ଓ ଆସନ) — (ଯଥା—ଚୋରମାନେ ମୋର ଯାନାସ୍ତାନ୍ ବୋହି ନେଲେ। ଦେଏଣା ଯୋଗୁଁ ତାର ଯାନାସନ୍ ନିଲାମ ହୋଇଗଲା।)
- ବୈଦେ. ବି (ଫା ଜାନ୍=ଜୀବନ୍ ଓ ଆସ୍ତାନ୍ =ବାସସ୍ଥଳ; ତୁଳ. ସଂ. ଯାନ ଓ ଆସନ) — ଜୀବନ ଓ ସମ୍ପତ୍ତି — Life and property