ଯାନାରୋହଣ J̄ānārohaṇa

  • ସଂ. ବି ( 7 ମୀ ତତ୍) — ଯାନରେ ଚଢ଼ିବା — Riding on or using a conveyance
  • ସଂ. ବି ( 7 ମୀ ତତ୍) — (ଯାନାରୂଢ଼, ଯାନାରୋହୀ—ପୁଂ, ଯାନାରୂଢ଼ା, ଯାନରୋହିଣୀ—ସ୍ତ୍ରୀ— ବିଣ)