ଯାନ ବାହନ J̄āna bāhana

  • ସଂ. ବି—(ଏକାର୍ଥକ ସହଚର ଶବ୍ଦ) — ଗମନାଗମନାଥ ବ୍ୟବହୃତ ନାନା ପ୍ରକାରର ବାହନ (ଜୀବନ୍ତ ଓ ନିର୍ଜୀବ) — Conveyances and animals drawing conveyances
  • ସଂ. ବି—(ଏକାର୍ଥକ ସହଚର ଶବ୍ଦ) — [ଦ୍ର— ସାଧାରଣତଃ ଯେଉଁ ପାତ୍ରାକୃତି ବସ୍ତୁରେ ଚଢ଼ି ଲୋକେ ଯିବା ଆସିବା କରନ୍ତି ତାକୁ ଯାନ ବୋଲାଯାଏ, ଯଥା— ଗାଡ଼ି, ସବାରି, ନୌକା, ରେଳଗାଡ଼ି, ଉଡ଼ାଜାହାଜ, ରଥ। ଯେଉଁ ଜୀବମାନେ ଲୋକଙ୍କୁ ପିଠିରେ ବହନ କରନ୍ତି ବା ଗାଡ଼ି ଆଦିକୁ ଟାଣନ୍ତି ତାଙ୍କୁ ବାହନ ବୋଲାଯାଏ ଯଥା— ମନୁଷ୍ୟ, ଘୋଡ଼ା, ବଳଦ, ହାତୀ।]