ଯାଦୁ ମାରିବା

  • ଦେ. କ୍ରି — ଔଷଧ ଦ୍ୱାରା ଯାଦୁକୁ ଆରୋଗ୍ୟ କରିବା
  • ଦେ. କ୍ରି — ନଖ ଦ୍ୱାରା ବା ଦାଢୁଆ ଶସ୍ତ୍ର ଦ୍ୱାରା ଯାଦୁର ରୁଆମାନଙ୍କୁ ତାଞ୍ଚି ବା ଟିପି ବା ଫୁଟାଇ ଯାଦୁକୁ କୁଣ୍ଡାଇବା।