ଯାଦସାଂ ନାଥ J̄ādasāṁ nātha

  • ସଂ. ବି. ପୁଂ (ଯାଦସାଂ=ଜଳଜନ୍ତୁମାନଙ୍କ+ନାଥ) — ବରୁଣ — The Sea-god
  • ସଂ. ବି. ପୁଂ (ଯାଦସାଂ=ଜଳଜନ୍ତୁମାନଙ୍କ+ନାଥ) — ସମୁଦ୍ର — The sea; ocean (Apte)