ଯାଥାର୍ଥ୍ୟ J̄āthārthya
- ସଂ. ବି (ଯଥାର୍ଥ+ଭାବ. ୟ) — ଯଥାର୍ଥତା; ପ୍ରକୃତତ — Reality; actuality
- ସଂ. ବି (ଯଥାର୍ଥ+ଭାବ. ୟ) — ସତ୍ୟତା — Truth
- ସଂ. ବି (ଯଥାର୍ଥ+ଭାବ. ୟ) — ବିନିଯୋଗ; ପ୍ରୟୋଗ — Application
- ସଂ. ବି (ଯଥାର୍ଥ+ଭାବ. ୟ) — ଉପଯୋଗିତା — Suitableness (Apte)
- ସଂ. ବି (ଯଥାର୍ଥ+ଭାବ. ୟ) — ସମାପ୍ତି; ସିଦ୍ଧି — Accomplishment
- ସଂ. ବି (ଯଥାର୍ଥ+ଭାବ. ୟ) — ଉଦ୍ଦେଶ୍ୟସିଦ୍ଧି — Attainment of an object
- ସଂ. ବି (ଯଥାର୍ଥ+ଭାବ. ୟ) — ନ୍ୟାୟ୍ୟତ — Justness (Apte)