ଯାଥାର୍ଥିକ J̄āthārthika

  • ସଂ. ବି (ଯଥାର୍ଥ+ଇକ) — ବାସ୍ତବିକ — Real
  • ସଂ. ବି (ଯଥାର୍ଥ+ଇକ) — ପ୍ରକୃତ — Actual; genuine
  • ସଂ. ବି (ଯଥାର୍ଥ+ଇକ) — ସତ୍ୟ — True