ଯାତ୍ରୀ ଦର୍ଶନ କରାଇବା J̄ātrī darṡana karāibā

  • ଦେ. କ୍ରି — ନିଜନିଜର ଯାତ୍ରୀଙ୍କ ସଙ୍ଗେ ଦେବମନ୍ଦିରକୁ ଯାଇ ସେମାନେ ଦେବତା— ଦର୍ଶନ କରିବାର ସୁବିଧା କରିବା — To accompany pilgrims to the Deity and show them the idol