ଯାତ୍ରୀ ଟେକସ୍ J̄ātrī ṭekas
- ଦେ. ବି (ସଂ. ଯାତ୍ରୀ+ଇଂ. ଟାକ୍ସ) — ତୀର୍ଥକୁ ଆସୁଥିବା ପ୍ରତ୍ୟେକ ଯାତ୍ରୀଙ୍କଠାରୁ ସରକାରଙ୍କଦ୍ୱାରା ପୂର୍ବେ ଆଦାୟ ହେଉଥିବା ଶୁଳ୍କ — Pilgrim tax; a tax formerly levied from every pilgrim visiting a holy place, by the Government
- ଦେ. ବି (ସଂ. ଯାତ୍ରୀ+ଇଂ. ଟାକ୍ସ) — [ଦ୍ର— 1803 ଖ୍ରୀଷ୍ଟାବ୍ଦରେ ଇଂରାଜ ସରକାର ଯେତେବେଳେ ପୁରୀ ଜଗନ୍ନାଥ ମନ୍ଦିର ପରିଚାଳନର ଭାର ନେଲେ, ସେହି ସମୟରେ ପୁରୀକୁ ଦେବଦର୍ଶନାର୍ଥ ଆସୁଥିବା ଯାତ୍ରୀମାନଙ୍କଠାରୁ ଶୁଳ୍କ ଆଦାୟ କରି ସେହି ଧନରୁ ଜଗନ୍ନାଥଙ୍କ ସେବା ପୂଜାର ବ୍ୟୟ ଚଳାଉଥିଲେ; କିନ୍ତୁ କେତେ କାଳ ପରେ ବିଲାତ ପାର୍ଲିଆମେଣ୍ଟରେ ଆନ୍ଦୋଳନ ଉଠିଲା ଯେ, ଖ୍ରୀଷ୍ଟାନ୍ଧର୍ମାବଳମ୍ବୀ ସରକାର ହିନ୍ଦୁ ଧର୍ମାବଲମ୍ବୀ ଯାତ୍ରୀ— ମାନଙ୍କଠାରୁ ଶୁଳ୍କ ଆଦାୟ କରିବା ଧର୍ମବିରୁଦ୍ଧ ଅଟେ। ତା ପରେ ଉକ୍ତ ଟିକସ ବନ୍ଦ କରାଗଲା।] — [ଦ୍ର—1803ଖ୍ରୀଷ୍ଟାବ୍ଦରେ ଇଂରାଜ ସରକାର ଯେତେବେଳେ ପୁରୀ ଜଗନ୍ନାଥ ମନ୍ଦିର ପରିଚାଳନର ଭାର ନେଲେ, ସେହି ସମୟରେ ପୁରୀକୁ ଦେବଦର୍ଶନାର୍ଥ ଆସୁଥିବା ଯାତ୍ରୀମାନଙ୍କଠାରୁ ଶୁଳ୍କ ଆଦାୟ କରି ସେହି ଧନରୁ ଜଗନ୍ନାଥଙ୍କ ସେବା ପୂଜାର ବ୍ୟୟ ଚଳାଉଥିଲେ; କିନ୍ତୁ କେତେ କାଳ ପରେ ବିଲାତ ପାର୍ଲିଆମେଣ୍ଟରେ ଆନ୍ଦୋଳନ ଉଠିଲା ଯେ, ଖ୍ରୀଷ୍ଟାନ୍ଧର୍ମାବଳମ୍ବୀ ସରକାର ହିନ୍ଦୁ ଧର୍ମାବଲମ୍ବୀ ଯାତ୍ରୀ— ମାନଙ୍କଠାରୁ ଶୁଳ୍କ ଆଦାୟ କରିବା ଧର୍ମବିରୁଦ୍ଧ ଅଟେ ତା ପରେ ଉକ୍ତ ଟିକସ ବନ୍ଦ କରାଗଲା]