ଯାତ୍ରା ଫେରେଇବା J̄ātrā phereibā

  • ଦେ. କ୍ରି — କୌଣସି ଉଦ୍ଦେଶ୍ୟପାଇଁ ଯାତ୍ରାକରିବା ପରେ ବା ସମୟରେ ଅଶୁଭ ନିମିତ୍ତମାନ ଦେଖା ଗଲେ, ସେ ଥରକ ଫେରି ଆସି ଆଉ ଥରେ ଶୁଭ ଯୋଗ ଓ ଲକ୍ଷଣ ଦେଖି ଦ୍ୱିତୀୟବାର ଯାତ୍ରା କରିବା — To cancel a starting (which is found afterwards to be ominous) and make a new start under better auspicious indications