ଯାତ୍ରା ଜମେଇବା J̄ātra jameibā
- ଦେ. କ୍ରି — ଗୋଟିଏ ସ୍ଥାନରେ ବହୁ— ଲୋକଙ୍କୁ ଆକର୍ଷଣ କରି ରୁଣ୍ଡ କରାଇବାର ଉପାୟ କରିବା — To cause a big crowd to assemble at a place by exhibiting or doing something to attract a big crowd to the place of entertainment
- ଦେ. କ୍ରି — ଗୋଳମାଳ ଜନ୍ମାଇବା — To create a row
- ଦେ. କ୍ରି — ବହୁ ଲୋକଙ୍କ ମନ ଆକର୍ଷଣ କରି ରୁଣ୍ଡ କରାଇବା ପାଇଁ ଯାତ୍ରାଅଭିନୟରେ ଚିତ୍ତମୋହକର ସୁଆଙ୍ଗ ଆଦି ବାହାର କରିବା — To exhibit mimes in a pantomime so as to attract a large crowd of spectators