ଯାତ୍ରା ଜମକ J̄ātrā ja maka

  • ଦେ. ବି — ଯାତ୍ରାରେ ସୁଆଙ୍ଗ ଆଦି ବାହାରିବା ଓ ଚଉପଦୀ ଆଦି ବୋଲାଯିବା ଯୋଗୁ ବହୁତ ଲୋକ ଆକୃଷ୍ଟ ହୋଇ ଗଦା ହେବା ଅବସ୍ଥା — The heat of a pantomime; the condition or moment when the crowd of spectators to a pantomime is immense, owing to mimes and popular songs