ଯାତ୍ରା କାଳି ଭଗାରି J̄ātrā kāḻi bhagāri

  • ଦେ.ବି — ଅକସ୍ମାତ୍ ଉପସ୍ଥିତ ପ୍ରତିଦ୍ୱନ୍ଦ୍ୱୀ ବା ଶତ୍ରୁ ବା ସମ୍ପତ୍ତିରେ ଭାଗ ବସାଇବା ବ୍ୟକ୍ତି — An enemy or rival or claimant who appears unexpectedly
  • ଦେ.ବି — (ଉ—ଭଗାରି ନ ଥିଲେ ଯାତ୍ରାକାଳି ଭଗାରି ବାହାରନ୍ତି—ଢଗ।)