ଯାତୁଧାନ J̄ātudhāna

  • ସଂ. ବି (ଯାତୁ=ରାକ୍ଷସ+ଧା ଧାତୁ =ଧାରଣ କରିବା+ କର୍ତ୍ତୃ ଅନ) — ନିଶାଚର; ରାକ୍ଷସ — A demon
  • ସଂ. ବି (ଯାତୁ=ରାକ୍ଷସ+ଧା ଧାତୁ =ଧାରଣ କରିବା+ କର୍ତ୍ତୃ ଅନ) — ଭୂତ; ପ୍ରେତ — Goblin; an evil spirit