ଯାତୁ J̄ātu

  • ସଂ. ବିଣ (ଯା ଧାତୁ+କର୍ତ୍ତୃ. ତୁ) — ଗମନକାରୀ — Going moving; walking
  • ବି — ରାକ୍ଷସ — Demon
  • ବି — ଉପଦେବତା; ଭୂତ ପ୍ରେତ — A ghost; an evil spirit
  • ବି — ସମୟ — Time
  • ବି — ପଥିକ — Traveller; wayfarer
  • ବି — ବାୟୁ — Wind
  • ବି — ଅସ୍ତ୍ର ଶସ୍ତ୍ର — Weapon (Apte)