ଯାଜ୍ଞିୟ J̄ājn̄iya

  • ସଂ. ବିଣ. (ଯଜ୍ଞ+ଇୟ) — ଯଜ୍ଞ ସମ୍ବନ୍ଧୀୟ — Sacrificial
  • ସଂ. ବିଣ. (ଯଜ୍ଞ+ଇୟ) — ଯଜ୍ଞର ଉପଯୋଗୀ — Fit for a sacrifice (Apte)
  • ସଂ. ବିଣ. (ଯଜ୍ଞ+ଇୟ) — ଯଜ୍ଞ କର୍ମରେ ପ୍ରବୀଣ — Skilled in sacrificial rites