ଯାଗ ଘିଅ କୁକୁର ଖାଇବା J̄āga ghia kukura khāibā
- ଦେ. ପ୍ରବଚନ (ନ୍ୟାୟ) — ଦେବତାଙ୍କ ପାଇଁ ଉତ୍ସୃଷ୍ଟ ବା ଅଭିପ୍ରେତ ବସ୍ତୁକୁ କୁକୁର ପରି ହୀନ ପ୍ରାଣୀ) ଭୋଗ କରିବା; ଦେବଭୋଗ୍ୟ ଓ ପବିତ୍ର ବସ୍ତୁକୁ ଅପାତ୍ରରେ ସମର୍ପଣ କରିବା; ଉତ୍ତମ ପଦାର୍ଥର ଅପବ୍ୟବହାର କରିବା — To turn a good thing into a bad use