ଯାଗ (ଇତ୍ୟାଦି) J̄āga (etc)
- ସଂ. ବି— (ଯଜ ଧାତୁ=ପୂଜା କରିବା+କରଣ ଅ) ଯଜ୍ଞ ଇତ୍ୟାଦି (ଦେଖ) — J̄ajn̄a etc (See)
- ସଂ. ବି— (ଯଜ ଧାତୁ=ପୂଜା କରିବା+କରଣ ଅ) ହୋମ — Oblation to fire
- ସଂ. ବି— (ଯଜ ଧାତୁ=ପୂଜା କରିବା+କରଣ ଅ) [ଦ୍ର—ଶାସ୍ତ୍ରମାନଙ୍କରେ ନିମ୍ନଲିଖିତ ଯାଗମାନଙ୍କ ନାମ ମିଳେ। ଯଥା—ଶ୍ରୌତାଗ୍ନିକୃତ୍ୟ ହବିର୍ଯଜ୍ଞ 7 ଟି— (1) ଅଗ୍ନ୍ୟାଧାନ, ଅଗ୍ନିହୋତ୍ର, (2) ଦର୍ଶପୌର୍ଣ୍ଣମାସ, (3) ପିଣ୍ଡପିତୃଯଜ୍ଞ, (4) ଆଗ୍ରାୟଣ, (5) ଚାତୁର୍ମାସ୍ୟ, (6) ନିରୂଢ଼ପଶୁବନ୍ଧ, (7) ସୌତ୍ରାମଣି। ସ୍ମାର୍ତ୍ତାଗ୍ନିକୃତ୍ୟ ପାକଯଜ୍ଞ— (1) ଉପାସକ, (2) ବୈଶ୍ୱଦେବ, (3) ସ୍ଥାଳୀପାକ, (4) ଆଗ୍ରାୟଣ, (5) ସର୍ପବଳି, (6) ଈଶାନବଳି, (7) ଅଷ୍ଟକାନ୍ୱଷ୍ଟକା। — [ଦ୍ର—ଶାସ୍ତ୍ରମାନଙ୍କରେ ନିମ୍ନଲିଖିତ ଯାଗମାନଙ୍କ ନାମ ମିଳେ ଯଥା—ଶ୍ରୌତାଗ୍ନିକୃତ୍ୟ ହବିର୍ଯଜ୍ଞ7ଟି—(1)ଅଗ୍ନ୍ୟାଧାନ, ଅଗ୍ନିହୋତ୍ର,(2)ଦର୍ଶପୌର୍ଣ୍ଣମାସ,(3)ପିଣ୍ଡପିତୃଯଜ୍ଞ,(4)ଆଗ୍ରାୟଣ,(5)ଚାତୁର୍ମାସ୍ୟ,(6)ନିରୂଢ଼ପଶୁବନ୍ଧ,(7)ସୌତ୍ରାମଣି ସ୍ମାର୍ତ୍ତାଗ୍ନିକୃତ୍ୟ ପାକଯଜ୍ଞ—(1)ଉପାସକ,(2)ବୈଶ୍ୱଦେବ,(3)ସ୍ଥାଳୀପାକ,(4)ଆଗ୍ରାୟଣ,(5)ସର୍ପବଳି,(6)ଈଶାନବଳି,(7)ଅଷ୍ଟକାନ୍ୱଷ୍ଟକା
- ସଂ. ବି— (ଯଜ ଧାତୁ=ପୂଜା କରିବା+କରଣ ଅ) ଶ୍ରୌତାଗ୍ନି ସପ୍ତସଂସ୍ଥା, ସୋମଯାଗ— 1 । ଅଗ୍ନିଷ୍ଟୋମ, 2 । ଅତ୍ୟଗ୍ନିଷ୍ଟୋମ, 3 । ଉକ୍ତ୍ୟ, 4 । ଷୋଡ଼ଶୀ, 5 । ବାଜପେୟ, (କ) ସଂସ୍ଥା, (ଖ) କୁରୁ, 6 । ଅତିରାତ୍ର, 7 । ଅପ୍ତୁର୍ଯ୍ୟାମ। — ଶ୍ରୌତାଗ୍ନି ସପ୍ତସଂସ୍ଥା, ସୋମଯାଗ—1 ଅଗ୍ନିଷ୍ଟୋମ,2 ଅତ୍ୟଗ୍ନିଷ୍ଟୋମ,3 ଉକ୍ତ୍ୟ,4 ଷୋଡ଼ଶୀ,5 ବାଜପେୟ, (କ) ସଂସ୍ଥା, (ଖ) କୁରୁ,6 ଅତିରାତ୍ର,7 ଅପ୍ତୁର୍ଯ୍ୟାମ
- ସଂ. ବି— (ଯଜ ଧାତୁ=ପୂଜା କରିବା+କରଣ ଅ) ଉତ୍ତରକ୍ରତୁ— 1 । ମହାଶ୍ରୁତ, 2 । ସର୍ବତୋମୁଖ, 3 । ରାଜସୂୟ, 4 । ପୌଣ୍ଡରିକ, 5 । ଅଭିଜିତ୍, 6 । ବିଶ୍ୱବତ୍, 7 । ଅଶ୍ୱମେଧ, 8 । ବୃହସ୍ପତି, 9 । ଅଙ୍ଗିରସ, 1 — 27 ଚୟନ। — ଉତ୍ତରକ୍ରତୁ—1 ମହାଶ୍ରୁତ,2 ସର୍ବତୋମୁଖ,3 ରାଜସୂୟ,4 ପୌଣ୍ଡରିକ,5 ଅଭିଜିତ୍,6 ବିଶ୍ୱବତ୍,7 ଅଶ୍ୱମେଧ,8 ବୃହସ୍ପତି,9 ଅଙ୍ଗିରସ,1—27ଚୟନ
- ସଂ. ବି— (ଯଜ ଧାତୁ=ପୂଜା କରିବା+କରଣ ଅ) ଯଜ୍ଞଶବ୍ଦତଳେ ନୋଟ୍ ଦେଖ। ଯଜ୍ଞ ଶବ୍ଦ ସଙ୍ଗେ ଯେଉଁ ଶବ୍ଦମାନ ଯୁକ୍ତ ହୋଇଅଛି, ଯାଗ ଶବ୍ଦ ସଙ୍ଗେ ମଧ୍ୟ ସେହି ଶବ୍ଦମାନ ଯୁକ୍ତ ହୁଏ; ଯଥା—ଯାଗକୁଣ୍ଡ, ଯାଗାଗ୍ନି, ଯାଗଶାଳା।]