ଯାଏ କେତେ ଆସେ କେତେ J̄āe kete āse kete

  • ଦେ. ବାକ୍ୟାଂଶ — ଏ ବିଷୟରେ (ଅମୁକର) ବ୍ୟକ୍ତିଗତ ଲାଭ ନାହିଁ ବା କ୍ଷତି ନାହିଁ; ଏ ବିଷୟ (ଅମୁକକୁ) ଗୁରୁତର ଭାବରେ ସ୍ପର୍ଶ କରିବ ନାହିଁ — It matters little to (someone)
  • ଦେ. ବାକ୍ୟାଂଶ — (ଯଥା—ଦେଶରେ ଦୁର୍ଭିକ୍ଷ ପଡ଼ିଲେ ମୋଟାଦରମାବାଲା ସରକାରୀ କର୍ମଚାରୀଙ୍କର ଯାଏ କେତେ ଆସେ କେତେ।)