ଯାଉଁଳି ତାଡ଼ J̄āuñḻi tāṟḍa

  • ଦେ. ବି — ବାହୁର ଅଳଙ୍କାର ବିଶେଷ — An ornament worn on the arm
  • ଦେ. ବି — (ଉ—ଯାଉଁଳି ତାଡ଼ ସଜାଡ଼ି କଲିଆରି ଶଙ୍ଖଚୂଡ଼ି ସୁପ୍ରୀତିରେ, ଘେନିବାରୁ କାନ୍ତି ଅଧିକା। ଭଞ୍ଜ. ଲାବଣ୍ୟବତୀ।)
  • ଦେ. ବି — [ଦ୍ର—ସାଧାରଣ ତାଡ଼ରେ ଗୋଟିଏ ବଳୟ ଥାଏ, ଯାଉଁଳି ତାଡ଼ରେ ଦୁଇଟି ବଳୟ ଏକସଙ୍ଗେ ଝଳା ହୋଇଥାଏ।]
  • ଦେ. ବି — ଦୁଇ ବାହୁରେ ପିନ୍ଧାଯିବା ତାଡ଼ଦ୍ୱୟ — A pair of Tāṟḍ̠as put on the two arms
  • ଦେ. ବି — [ଦ୍ର—ସାଧାରଣତଃ ସ୍ତ୍ରୀଲୋକମାନେ ଏକ ବାହୁରେ ପଟେ ତାଡ଼ ଓ ଅନ୍ୟ ବାହୁରେ ମାଳେ ବିଦ ପିନ୍ଧନ୍ତି। କିନ୍ତୁ ବେଳେ ବେଳେ କୌଣସି କୌଣସି ସ୍ତ୍ରୀ ଦୁଇ ବାହୁରେ ଦୁଇଟି ତାଡ଼ (ଯାଉଁଳି ତାଡ଼) ପିନ୍ଧନ୍ତି।]