ଯାଉଁଳି ଜହ୍ନ J̄āuñi jahna
- ଦେ. ବି — ଆକାଶରେ ଏକ ସମୟରେ ଉଇଁବା ରୂପେ କଳ୍ପିତ ଦୁଇ ଗୋଟି ଚନ୍ଦ୍ର — Two moons imagined to rise simultaneously in the sky
- ଦେ. ବି — ସୁନ୍ଦରୀ ବାଳିକାଙ୍କୁ ଦିଆଯିବା ନାମ — A name given to lovely girls
- ଦେ. ବି — [ଦ୍ର—ଲୋକେ ସୌନ୍ଦର୍ଯ୍ୟର ଉଦାହରଣରୂପେ ଜହ୍ନକୁ ଉଲ୍ଲାଖ ଦିଅନ୍ତି। ବାଳିକାକୁ ଏ ନାମ ଦିଆଯିବାର ଅର୍ଥ;—ବାଳିକାଟି ଜହ୍ନ ଅପେକ୍ଷା ଦୁଇଗୁଣ ସୁନ୍ଦର।]