ଯାଇଥିବା J̄āithibā

  • ଦେ. ବିଣ — ନଷ୍ଟ — Lost
  • ଦେ. ବିଣ — (ଉ—ଯାଇଥିବା ଧନ ଆସଇ ତାହାଙ୍କର, ଯେଣୁ ଏ ପୁରାତନ ଚରିତରେ ସାର। କୃଷ୍ଣସିଂହ. ମହାଭାରତ. ବନ।)
  • ଦେ. ବିଣ — ଗତ — Gone
  • ଦେ. ବିଣ — ଅତୀତ — Past