ଯାଇ ତାଇ J̄āi tāi

  • ଦେ. ବିଣ (ସଂ. ଯର୍ହି ତର୍ହି, ଯତ୍ତତ୍) — ଯେନ ତେନ ପ୍ରକାରେ ସଂପାଦିତ — Done or finished somehow or other
  • ଦେ. ବିଣ (ସଂ. ଯର୍ହି ତର୍ହି, ଯତ୍ତତ୍) — କାମ ଚଳିଲା ଭଳି — Tolerable
  • କ୍ରି. ବିଣ — କଷ୍ଟେ ମଷ୍ଟେ — Anyhow
  • କ୍ରି. ବିଣ — (ଯଥା—ଅର୍ଥାଭାବରୁ ମୁଁ ଯାଇ ତାଇ ଏ ବିଭାଘରଟି ସମାଧା କରିଦେଲି)।
  • କ୍ରି. ବିଣ — ସାମାନ୍ୟ ପ୍ରକାରେ — In a simple fashion or style
  • କ୍ରି. ବିଣ — କାମ ଚଳିଲା ଭଳି; ଗୁଜୁରାନ୍ ମେଣ୍ଟିବା ପ୍ରକାରେ; ଚଳନୀୟରୂପେ — Tolerably