ଯାଇ କରି J̄āi kari

  • ଦେ. — କ୍ରିୟା (ଯିବା କ୍ରିୟାର ଅସମାପିକାରୂପ)— ଗମନ କ୍ରିୟା କରି — (participle of the verb to go) Going
  • ଦେ. ଅ. —ଅବଶେଷରେ — At last
  • ଦେ. ଅ. (ଯଥା—ଆଜି ପରୀକ୍ଷା ସରିଲା, କିନ୍ତୁ ଫଳ ଯାଇ କରି ତିନି ମାସ ପରେ ବାହାରିବ)
  • ଦେ. ଅ. (ବ୍ୟକ୍ତିଗତ ମୁଦ୍ରାଦୋଷ ବା ଅନର୍ଥକ ବାକ୍ୟପ୍ରୟୋଗ) ପରେ; ତତ୍ପରେ; ଅନନ୍ତର — After; afterwards; then
  • ଦେ. ଅ. ଏବଂ — And; also