ଯାଆଁଳ ଖେଳେଇବା J̄ā-āñḻa kheḻeibā

  • ଦେ. କ୍ରି — ମାଛର ଯାଆଁଳ ପାଣି ଭିତରେ ଖେଳୁଥିବା ବେଳେ (ତାଙ୍କର ମାଆ) ଗଭୀର ପାଣି ମଧ୍ୟରେ ବୁଡ଼ି ରହି ଉକ୍ତ ପିଲାଙ୍କୁ ଜଗିବା — (said of the mother- fish) To watch the shoals or fry playing on the surface of the water
  • ଦେ. କ୍ରି — (ଲକ୍ଷଣାର୍ଥ) ବହୁତ ଗୁଡ଼ିଏ ସନ୍ତାନର ମାତା ହେବା — (figurative) To be the mother of a bevy of children