ଯାଆନ୍ତେ J̄ā-ānte

  • ଦେ. ଅ (ସମୟ) ଗତ ହେବାରୁ — After the lapse of
  • ଦେ. ଅ [ଉ—ଏରୂପେ କେତେକାଳ ଯାଆନ୍ତେ ସେ ନାରୀ। ସରକୁ ଯାଇଥିଲେ ଦୈବେ ସ୍ନାନ କରି— କୃଷ୍ଣସିଂହ, ମହାଭାରତ. ବନ।]