ଯାଆ ଯେଉଳା J̄ā-ā J̄euḻā

  • ଗ୍ରା. ବି. ସ୍ତ୍ରୀ (ସହଚର ଶବ୍ଦ; ଯେଉଳା ନିରର୍ଥକ ଶବ୍ଦ) — କୌଣସି ସ୍ତ୍ରୀଙ୍କର ନିଜ ପରିବାରସ୍ଥା ପତିଙ୍କ ଭ୍ରାତୃଜାୟା ଓ ଅନ୍ୟାନ୍ୟ ସ୍ତ୍ରୀଗଣ — The females of a woman's own family (including one's husband's brother's wife)
  • ଗ୍ରା. ବି. ସ୍ତ୍ରୀ (ସହଚର ଶବ୍ଦ; ଯେଉଳା ନିରର୍ଥକ ଶବ୍ଦ) — (ଉ—ଯାଆ ଯେଉଳାରେ ଘର, କି ଥାଇଁ କରିବେ ଶାଶୁ ଶଶୁର ଲୋ ବଞ୍ଚନ୍ତୁ ମୋହରି ବର—ଢଗ।)