ଯାଁଚ ମୋହରିର୍ J̄añch moharir
- ଦେ. ବି—(କଚିରିଆ, ସେଟ୍ଲ୍ମେଣ୍ଟ୍ ବିଭାଗ ବ୍ୟବହୃତ) (ସଂ. ଯାଚନ+ ଫା. ମୂହରିର୍) — ଯେଉଁ ମୋହରର ଅନ୍ୟର ଲେଖା ଆଦିକୁ ପରୀକ୍ଷା ବା ମୁକାବିଲା କରେ — Comparing or checking or auditing clerk
- ଦେ. ବି—(କଚିରିଆ, ସେଟ୍ଲ୍ମେଣ୍ଟ୍ ବିଭାଗ ବ୍ୟବହୃତ) (ସଂ. ଯାଚନ+ ଫା. ମୂହରିର୍) — [ଦ୍ର—ଏହିପରି ଯାଁଚ୍ ଅମିନ୍, ଯାଁଚ୍ ଅଫିସର୍ ଆଦି ଶବ୍ଦମାନ ହୁଏ।]