ଯସ୍ୟତ୍ୱ J̄asyatwa

  • ସଂ. ବି. (ଯସ୍ୟ+ଭାବାର୍ଥେ. ତ୍ୱ) — ଯତ୍ନ; ଉଦ୍ୟମ — Effort; endeavour
  • ସଂ. ବି. (ଯସ୍ୟ+ଭାବାର୍ଥେ. ତ୍ୱ) — ହତ୍ୟା — Murder
  • ସଂ. ବି. (ଯସ୍ୟ+ଭାବାର୍ଥେ. ତ୍ୱ) — ମୁତ୍ୟୁ — Death