ଯଷ୍ଟୀ ମଧୁ J̄ashṭī madhu
- ସଂ. ବି. (ଯଷ୍ଟି+ମଧୁ) — ଯାଠି ମହୁ; ଏକ ପ୍ରକାର ବୃକ୍ଷର କିଞ୍ଚିତ୍ ତିକ୍ତ ମିଠା ମୂଳ — A plant with sweet root; Glycyrrhiza Glabra; liquorice root
- ସଂ. ବି. (ଯଷ୍ଟି+ମଧୁ) — [ଦ୍ର—ଏହା ବୃକ୍ଷବିଶେଷର ଶୁକ୍ଳାଭ
- ସଂ. ବି. (ଯଷ୍ଟି+ମଧୁ) — କନ୍ଦ। ଏହା ଶିମ୍ବାଦି ବର୍ଗର ବୃକ୍ଷ; ଭାରତର ଉତ୍ତରପଶ୍ଚିମ ପ୍ରାନ୍ତ ଦେଶରେ ଓ ବିଦେଶରେ ଜନ୍ମେ। (ଯୋଗେଶ୍ଚନ୍ଦ୍ର) ଜଳଜ ଯଷ୍ଟିମଧୁର ନାମ କ୍ଳୀତନକ ଓ ଧୂଲିକା। ଏହା ଶୀତଳ, ଗୁରୁ, ମଧୁର ରସ, ଚକ୍ଷୁର ହିତକର, ବଳ— କାରକ, ବର୍ଣ୍ଣ ପ୍ରସାଦକ, ସୁସ୍ନିଗ୍ଧ. ଶୁକ୍ରକାରକ, କେଶ୍ୟ ଓ ସ୍ୱର ବର୍ଦ୍ଧକ। ଏହା ପିତ୍ତ, ବାୟୁ, ରକ୍ତଦୁଷ୍ଟି, ବ୍ରଣ, ଶୋଥ, ବିଷଦୋଷ, ଛର୍ଦ୍ଦି, ତୃଷ୍ଣା, ଗ୍ଳାନି ଓ କ୍ଷୟ ପ୍ରଶମକ—ଦ୍ରବ୍ୟଗୁଣ।]