ଯଷ୍ଟିସି J̄ashṭsi

  • ବୈଦେ. (ଇଂ, ଜଷ୍ଟିସ୍=ମୂଳ ଅର୍ଥ ନ୍ୟାୟବିଚାର) — ହାଇକୋଟ୍ର ଜଜ୍ମାନଙ୍କ ନାମ ପୂର୍ବରେ ଲାଗିବା ଉପାଧି — A title prefixed to the name of a High-court Judge; Justice
  • ବୈଦେ. (ଇଂ, ଜଷ୍ଟିସ୍=ମୂଳ ଅର୍ଥ ନ୍ୟାୟବିଚାର) — (ଆଧୁନିକ) ମାନ୍ଦ୍ରାଜ ପ୍ରଦେଶର ବ୍ୟବସ୍ଥାପକ ସଭାର ସଭ୍ୟମାନଙ୍କ ମଧ୍ୟରେ ଅଳ୍ପ ଦିନ ହେଲା ଗଢ଼ା ଯାଇଥିବା ଗୋଟିଏ ରାଜନୀତିକ ଦଳ — A political party formed in the Legislative Council of the Madras presidency; the Justice patry