ଯଷ୍ଟିକ J̄ashṭika
- ସଂ. ବି. (ଯଷ୍ଟି+କ) — ଜଳ କୁକ୍କୁଟ; ଜଳ କାକ; ପାଣି କୁଆ ପକ୍ଷୀ — The black cormorant; the little cormorant
- ସଂ. ବି. (ଯଷ୍ଟି+କ) — ତିତ୍ତିର ପକ୍ଷୀ (ହି. ଶ) — Quail (bird)
- ସଂ. ବି. (ଯଷ୍ଟି+କ) — ମଂଜିଷ୍ଠା (ହି. ଶ) — The Indian madder plant
- ସଂ. ବି. (ଯଷ୍ଟି+କ) — ଦଣ୍ଡ; ବାଡ଼ି — A stick