ଯଶୋହାନିକର J̄aṡohānikara

  • ସଂ. ବିଣ. (ଯଶୋହାନି+କର) — ଯାହାଦ୍ୱାରା କୌଣସି ବ୍ୟକ୍ତିର ଯଶଃ ନଷ୍ଟ ହୁଏ — Bringing about loss of one's fame