ଯଶୋଦା ଦୁଲାଳ J̄aṡodā dulāḻa

  • ଦେ. ବି. ( 6 ଷ୍ଠୀ ତତ୍; ସଂ. ଯଶୋଦା+ଦ୍ୱିଲାଲିତ) — (ଯଶୋଦାଙ୍କ ଦ୍ୱାରା ଯେ ପିଲା ଦିନେ ଲାଳିତ ପାଳିତ ହୋଇଥିଲେ) ଶ୍ରୀକୃଷ୍ଣ — Name of Ṡrīkṛushṇa who was brought up with extreme tenderness by J̄aṡodā