ଯଶୋଘ୍ନ J̄aṡoghna

  • ସଂ. ବିଣ. ପୁଂ. (ଯଶଃ+ହନ୍, ଧାତୁ=ନାଶ କରିବା+କର୍ତ୍ତୃ ଅ) — ଯାହା ଯଶଃ ନାଶକରେ; ଯଶୋହାନିକାରକ — Destroying one's fame; destructive of one's good name