ଯଶସ୍ୱିନୀ J̄aṡaswinī
- ସଂ. ବିଣ. ସ୍ତ୍ରୀ (ଯଶସ୍+ଅସ୍ତ୍ୟର୍ଥେ. ବିନ୍+ସ୍ତ୍ରୀ ଈ) — ଯଶସ୍ୱୀର ସ୍ତ୍ରୀଲିଙ୍ଗ — Feminine of J̄aṡaswī
- ସଂ. ବି — କଟଭୀ; ମହାଜ୍ୟୋତିଷ୍ମତୀ ଗୁଳ୍ମ — A phosphorescent plant diffusing light in the night; Cardiospermum Helicacabum
- ସଂ. ବି — ଯବତିକ୍ତା; ଦୁରାଲଭା (ଦେଖ) — J̄abatiktā Durālabha (See)
- ସଂ. ବି — ବଦରା; ବନକାର୍ପାସୀ; ବଣ— କପା; ବୋଡ଼ିକପା — A kind. of cotton growing wild; Gossypum Arboreum
- ସଂ. ବି — ଗଙ୍ଗାନଦୀ (ହି.ଶ) — The river Ganges
- ଦେ. ବି — ଶରୀରସ୍ଥ ପ୍ରଧାନ ଦଶନାଡ଼ୀ ମଧ୍ୟରୁ ଏକତମ। (ଦଶ ନାଡ଼ୀ ତଳେ ନୋଟ୍ ଦେଖ) — One of the chief arteries of the body;