ଯଶଃଶ୍ରୀ ବାଞ୍ଛିତ ଶୁଭାଶୀର୍ବାଦ J̄aṡaḥṡrī bān̄chhita ṡubhāṡīrbāda
- ସଂ. ବି—(ବିଶିଷ୍ଟ ଓ ଆଶୀର୍ଭାଜନ ବ୍ୟକ୍ତିଙ୍କଠାରୁ ପ୍ରେରିତ ପତ୍ରରେ ବ୍ୟବହୃତ) — କୌଣସି ବ୍ୟକ୍ତିଙ୍କ ପାଇଁ କୀର୍ତ୍ତି ଓ ସମ୍ପଦ ପ୍ରାପ୍ତି ବାଞ୍ଛାଯୁକ୍ତ ଆଶୀର୍ବାଦ — Blessing or benediction wishing fame and prosperity to a person